Tome Jebe Aasilo (Explicit)-Jyotirmayee/KRIS

歌手 : Jyotirmayee / KRIS
语种 : 纯音乐
时长 : 04:33

DOLBY 杜比全景声 下载

臻品母带 下载

臻品全景声 下载

臻品音质

HIRES Hi-Res 下载

FLAC 无损flac 百度云网盘下载

APE 无损ape 格式下载

320MP3 极高mp3 歌曲下载

128MP3 标准mp3 百度网盘下载

192OGG 较高ogg 下载

192AAC 较高aac 下载

96AAC 标准aac 百度云下载

Loading...

TXT Tome Jebe Aasilo (Explicit)-Jyotirmayee/KRIS 文本歌词

ତମେ ଯେବେ ଆସିଲ ଏମନରେ
ନିଜେ ହଜିଗଲି ମୁଁ ମୋ ଭିତରେ – ୨
ଇଚ୍ଛା ହୁଏ ଭିଜିବାକୁ ପ୍ରେମ ବର୍ଷାରେ
ଛିଟାଛିଟା ଇନ୍ଦ୍ରଧନୁ ସାତ ରଙ୍ଗରେ
ତମେ ନଆସିଲେ ମୋ ଭାବନାରେ
ଫିକାଫିକା ସବୁ ଲାଗେ
ଫଗୁଣ ତିଥିରେ ଚାନ୍ଦିନି ରାତିରେ
ଛୁଇଁଯାଅ ଟିକେ ମତେ
ତମେ ଯେବେ ଆସିଲ ଏମନରେ ..
ନିଜେ ହଜିଗଲି ମୁଁ ମୋ ଭିତରେ ...
---ଅନ୍ତରା---
ଆଜିକାଲି କାଇଁ ପାଦ ବେଶି ଝୁଣ୍ଟେ
ନାଁ ଧରି କେହି ଡାକି ଦେଲେରେ
ବିନ୍ଦି ମୋର ଖୋଲି ରଖିଛି ମୁଁ ଖାଲି
ସିନ୍ଦୂର ପିନ୍ଧିବି ତମ ନାଁରେ
ଓଢଣୀ ମୋ ଲାଜ କରେ
ପାଉଁଜି ଛନ୍ଦ ପାଖରେ
ନିରବତା ନିଦ ଭାଙ୍ଗେ
ଗପିବି ତମ ସାଥିରେ...
ତମେ ନଆସିଲେ ମୋରି ବାଟରେ
ଏକାଏକା ସବୁ ଲାଗେ
ପ୍ରଜାପତି ଆସିକି ପଚାରେ ମୋ କାନରେ
ପଡିଛି ମୁଁ କା ପ୍ରେମରେ
ତମେ ଯେବେ ଆସିଲ ଏମନରେ
ନିଜେ ହଜିଗଲି ମୁଁ ମୋ ଭିତରେ ..
... ... ଅନ୍ତରା – ୨...
ଅଳସୀ ଏ ଦେହ ,କାଇଁ ଦୁଷ୍ଟ କୁହ
ତମ କଥା ଭାବି ରାତି ପାହେରେ
ପୁନେଇ ଜହ୍ନର ଜୋଛନା ଭିତରେ
ତମେ କାଇଁ ବେଶି ଭଲ ଲାଗରେ
ମେହେନ୍ଦି ବି ରଙ୍ଗ ଖୋଜେ
ଲାଗିଲେ ମୋ ହାତରେ
କୋଇଲି ବି ସୁର ଭୁଲେ
ଗାଇବି କାହା ସାଥିରେ
ତମେ ନଆସିଲେ ମୋ ଭାବନାରେ
ଫିକାଫିକା ସବୁ ଲାଗେ
ପ୍ରଜାପତି ଆସିକି ପଚାରେ ମୋ କାନରେ
ପଡିଛି ମୁଁ କା ପ୍ରେମରେ
ତମେ ଯେବେ ଆସିଲ ଏମନରେ
ନିଜେ ହଜିଗଲି ମୁଁ ମୋ ଭିତରେ ...
ଲାରେ ... ଲାରେ ... ଲାରେଲା ... ଲାଲା ଲାଲା
Tome Jebe Aasilo (Explicit)

Tome Jebe Aasilo (Explicit)专辑下载

(2021-08-03)